ସ୍ୱିଗି ବୟ ଓ ଭାଇଙ୍କୁ ଆକ୍ରମଣ ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ : ଧାରୁଆ କାତି ଜବତ

ଭୁବନେଶ୍ୱର : ସ୍ୱିଗି ବୟ ସୁପ୍ରଭାସ ଓ ବଡ଼ଭାଇ ସୌମ୍ୟରଞ୍ଜନ ମାନ୍ଧାତାଙ୍କୁ ମହାବୀର ଫାଇନାନ୍ସର କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଆକ୍ରମଣ କରିବା ଘଟଣାରେ ଭରତପୁର ପୁଲିସ ଗୁରୁବାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଗନ୍ନାଥ ବିହାର ଲେନ୍-୪ ନାରାୟଣ ସେଠୀ ଓରଫ ବାବୁ(୨୩) ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିର ରାଜକୁମାର ବାରିକ ଓରଫ ରାଜା(୨୩)। ପୁଲିସ ଉଭୟଙ୍କ ପାଖରୁ ଆକ୍ରମଣରେ ବ୍ୟବହୃତ … Continue reading ସ୍ୱିଗି ବୟ ଓ ଭାଇଙ୍କୁ ଆକ୍ରମଣ ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ : ଧାରୁଆ କାତି ଜବତ